fbpx
BSKY SKY
BSKY SKY

ରାଜଧାନୀରୁ ସମ୍ବଲପୁରକୁ ଘରୋଇ ବସ୍ ବନ୍ଦ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ସମ୍ବଲପୁରକୁ ୧୮ ଘଣ୍ଟିଆ ଘରୋଇ ବସ୍ ସେବା ବନ୍ଦ । ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଲା ଘରୋଇ ବସ୍ ମାଲିକ ସଂଘ । ୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ବନ୍ଦ ଡାକରା ଦେଇଛି ସଂଘ । ପଦକ୍ଷେପ ନନେଲେ ଜାନୁଆରୀ ୧ରୁ ଜାତୀୟ ରାଜପଥ ୫୫କୁ ବୟକଟ୍ କରିବାକୁ ଚେତାବନୀ ଦିଆଯାଇଛି ।

Get real time updates directly on you device, subscribe now.