fbpx

ସୁରକ୍ଷା ବଳ ଭେଦ କରି ପ୍ରିୟକାଙ୍କ ଘରେ ପଶିଲେ ୫ଜଣ ଲୋକ!

ନୂଆଦିଲ୍ଲୀ, ୨ା୧୨: ପ୍ରିୟଙ୍ଗା ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ସିଆରପିଏଫ ସୁରକ୍ଷା ବଳୟ ଭେଦ କରି ପ୍ରିୟକାଙ୍କ ଘରେ ୫ଜଣ ଲୋକ ଘରେ ପଶିଯାଇଥିବା ସୂଚନା ମିଳିଛି । ତେଣୁ ସୁରକ୍ଷାରେ ତ୍ରୁଟି ଦର୍ଶାଇ ସିଆରପିଏଫ ଡିଜିଙ୍କୁ ଚିଠି ଲେଖିଛନ୍ତି ପ୍ରିୟଙ୍କା । ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବରୁ ଗାନ୍ଧି ପରିବାରଠାରୁ ଏସପିଜି ସୁରକ୍ଷାକୁ ହଟେଇ ଦିଆଯାଇଥିଲା ।

Get real time updates directly on you device, subscribe now.