fbpx

ପୁରୀରେ ଦର୍ଶକଙ୍କ ଭିଡ଼, ଦର୍ଶନ କଲେଣି ୭ଲକ୍ଷ ଭକ୍ତ

ପୁରୀ, ୧ା୧(ଓଡ଼ିଶା ଭାସ୍କର): ନୂଆବର୍ଷ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନୂଆବର୍ଷରେ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ଦେଖାଦେଇଛି । ଅପରାହ୍ନ ୫ଟା ସୁଦ୍ଧା ୭ଲକ୍ଷ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିସାରିଥିବା ସୂଚନା ମିଳିଛି । ଏହାସହ ରାତି ୧୦ଟା ଯାଏ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ ବୋଲି ଜଣାପଡ଼ିଛି । ଗତକାଲି ରାତି ୧ଟାରେ ଖୋଲିଥିଲା ଶ୍ରୀମନ୍ଦିର ସିଂହଦ୍ୱାର ।

Get real time updates directly on you device, subscribe now.