fbpx

ପରଲୋକରେ ରାହତ ଇନ୍ଦୋରି

ନୂଆଦିଲ୍ଲୀ, ୧୧ା୮: ପ୍ରସିଦ୍ଧ ଉର୍ଦ୍ଦୁ କବି ରାହତ ଇନ୍ଦୋରିଙ୍କ ଆଜି ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୭୦ବର୍ଷ ବୟସ ହୋଇଥିଲା । ଇନ୍ଦୋରର ଅରବିନ୍ଦ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ହୃଦଘାତରେ ଜୀବନ ଯାଇଥିବା ସୂଚନା ମିଳିଛି । ଏହାସହ ସେ କରୋନାରେ ମଧ୍ୟ ସଂକ୍ରମିତ ଥିଲେ । ରାହତଙ୍କ କରୋନା ରିପୋର୍ଟ ଆଜି ପଜିଟିଭ ଆସିଥିଲା ।

Get real time updates directly on you device, subscribe now.