-
World 100,881,388
WorldConfirmed: 100,881,388Active: 25,784,369Recovered: 72,928,683Death: 2,168,336 -
USA 26,011,222
USAConfirmed: 26,011,222Active: 9,808,357Recovered: 15,767,413Death: 435,452 -
India 10,690,279
IndiaConfirmed: 10,690,279Active: 177,223Recovered: 10,359,305Death: 153,751 -
Brazil 8,936,590
BrazilConfirmed: 8,936,590Active: 919,017Recovered: 7,798,655Death: 218,918 -
Russia 3,774,672
RussiaConfirmed: 3,774,672Active: 501,113Recovered: 3,202,483Death: 71,076 -
UK 3,689,746
UKConfirmed: 3,689,746Active: 1,927,100Recovered: 1,662,484Death: 100,162 -
Italy 2,485,956
ItalyConfirmed: 2,485,956Active: 482,417Recovered: 1,917,117Death: 86,422 -
Turkey 2,442,350
TurkeyConfirmed: 2,442,350Active: 94,495Recovered: 2,322,511Death: 25,344 -
Germany 2,163,113
GermanyConfirmed: 2,163,113Active: 242,723Recovered: 1,866,000Death: 54,390 -
Pakistan 537,477
PakistanConfirmed: 537,477Active: 33,820Recovered: 492,207Death: 11,450 -
China 89,272
ChinaConfirmed: 89,272Active: 1,862Recovered: 82,774Death: 4,636
ନୂଆଦିଲ୍ଲୀ,୧୪ ।୫: ୩୦ ଜୁନ୍ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଯାତ୍ରୀଙ୍କ ଟିକେଟ୍ ବାତିଲ କରିଛି ଭାରତୀୟ ରେଳବିଭାଗ । ଅର୍ଥାତ୍ ୩୦ ଜୁନ୍ ପର୍ଯ୍ୟନ୍ତ କୌଣସି ରେଗୁଲାର ବା ନିୟମିତ ଚାଲୁଥିବା ଟ୍ରେନ୍ ଚାଲିବ ନାହିଁ । ବର୍ତ୍ତମାନ ସମୟରେ କୌଣସି ନୂଆ ସଂରକ୍ଷଣ ଟିକେଟ୍ ମଧ୍ୟ କରାଯିବ ନାହିଁ । ଦେଶରେ କରୋନା ସଙ୍କଟରୁ ରକ୍ଷା କରିବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ରେଳବାଇ । କିନ୍ତୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଓ ଅନ୍ୟ ସ୍ୱତନ୍ତ୍ର ଟ୍ରେନ୍ ଉପରେ ଏହାର ପ୍ରଭାବ ପଡିବ ନାହିଁ । ଭାରତୀୟ ରେଳ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଯାତ୍ରୀମାନଙ୍କର ଟିକେଟ୍ ବାତିଲ ହୋଇଛି, ସେମାନଙ୍କୁ ଖୁବ୍ ଶୀଘ୍ର ଆଇଆରସିଟିସି ଜରିଆରେ ଟଙ୍କା ଫେରସ୍ତ କରାଯିବ ।
ତେବେ ଲକ୍-ଡାଉନ୍ ଯୋଗୁଁ ୨୨ ମାର୍ଚ୍ଚରୁ ସବୁ ଟ୍ରେନ୍ ବନ୍ଦ ରହିଛି । ୧୪ ଏପ୍ରିଲ ପର୍ଯ୍ୟନ୍ତ ଆଇଆରସିଟିସିରେ ଟିକେଟ୍ ସଂରକ୍ଷଣ ଚାଲିଥିଲା । ମାର୍ଚ୍ଚ ୨୨ ପୂର୍ବରୁ ଲକ୍ଷ ଲକ୍ଷ ଲୋକ ଅନଲାଇନ ଓ କାଉଣ୍ଟରରୁ ଟିକେଟ କିଣିଥିଲେ । ଲକ୍-ଡାଉନ୍ ପାଇଁ ସେମାନଙ୍କ ଯାତ୍ରା ଠପ୍ ହୋଇଗଲା । ବର୍ତ୍ତମାନ ଏହି ସମସ୍ତ ଟିକେଟ୍ ବାତିଲ ହୋଇ ସେମାନଙ୍କୁ ଟଙ୍କା ଫେରସ୍ତ ହେବ ।
Comments are closed.