fbpx
BJD SKY
BJD SKY

୨ ଦିନିଆ ରିମାଣ୍ଡରେ ନିଶା କୁବେର ରଜନୀକାନ୍ତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରୁ ଗିରଫ ହୋଇଥିବା ନିଶା କୁବେର ରଜନୀକାନ୍ତଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଆସନ୍ତା ୨୫ ତାରିଖ ଯାଏଁ ଖଲ୍ଲିକୋଟର ରଜନୀକାନ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଶୁକ୍ରବାର ରଜନୀକାନ୍ତ ଘର ଉପରେ ରେଡ କରାଯାଇଥିବା ବେଳେ ୮ କିଗ୍ରାରୁ ଅଧିକ ସୁନା ଓ ବିପୁଳ ପରିମାଣରେ ଟଙ୍କା ବାହାରିଥିଲା ।

ଖଜାପଲ୍ଲୀ ଗ୍ରାମରେ ରଜନୀକାନ୍ତଙ୍କ ଘରେ ଚଢାଉ କରାଯିବା ସହିତ ୭୫ ଲକ୍ଷ ଟଙ୍କା ଓ ପ୍ରାୟ ୮ କିଗ୍ରା ସୁନା ଜବତ କରିଥିଲା । ଏହା ସହିତ ୧୦ କିଗ୍ରା ୧୦ ଗ୍ରାମ ଅଫିମ ଏବଂ ୯୪ ଗ୍ରାମର ଗଞ୍ଜେଇ ଜବତ କରାଯାଇଛି ।

Get real time updates directly on you device, subscribe now.