ସିଲ୍ ହେଲା ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍

COVID-19 Updates
  • World 144,338,416
    World
    Confirmed: 144,338,416
    Active: 18,536,559
    Recovered: 122,732,681
    Death: 3,069,176
  • USA 32,587,166
    USA
    Confirmed: 32,587,166
    Active: 6,840,503
    Recovered: 25,163,545
    Death: 583,118
  • India 15,924,732
    India
    Confirmed: 15,924,732
    Active: 2,290,689
    Recovered: 13,449,371
    Death: 184,672
  • Brazil 14,050,885
    Brazil
    Confirmed: 14,050,885
    Active: 1,110,666
    Recovered: 12,561,689
    Death: 378,530
  • Russia 4,727,125
    Russia
    Confirmed: 4,727,125
    Active: 267,546
    Recovered: 4,352,873
    Death: 106,706
  • Turkey 4,446,591
    Turkey
    Confirmed: 4,446,591
    Active: 565,274
    Recovered: 3,844,342
    Death: 36,975
  • UK 4,395,703
    UK
    Confirmed: 4,395,703
    Active: 101,642
    Recovered: 4,166,734
    Death: 127,327
  • Italy 3,904,899
    Italy
    Confirmed: 3,904,899
    Active: 475,635
    Recovered: 3,311,267
    Death: 117,997
  • Germany 3,208,672
    Germany
    Confirmed: 3,208,672
    Active: 303,190
    Recovered: 2,824,100
    Death: 81,382
  • Pakistan 772,381
    Pakistan
    Confirmed: 772,381
    Active: 83,162
    Recovered: 672,619
    Death: 16,600
  • China 90,541
    China
    Confirmed: 90,541
    Active: 305
    Recovered: 85,600
    Death: 4,636

ଭୁବନେଶ୍ୱର,  ୭ା୪ (ଓଡିଶା ଭାସ୍କର) : ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ସଚେତନତା ରକ୍ଷା କରୁନାହାନ୍ତି । ଯଦ୍ୱାରା ସଂକ୍ରମଣର ମାତ୍ରା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଏହା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ଏହି ସମୟରେ ରାଜ୍ୟ ସରକାର ଲୋକଙ୍କୁ ସଚେତନ ହେବାକୁ କହୁଛନ୍ତି । ହେଲେ କିଛି ବେପରୁଆ ଲୋକଙ୍କ ପାଇଁ ପ୍ରତିଦିନ ସଂକ୍ରମଣର ହାର ବଢ଼ିଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍ କୁ କୋଭିଡ୍ ନିୟମ ଭାଙ୍ଗିଥିବାରୁ ସିଲ୍ କରିଦେଇଛି ।

ସୁଚନା ଅନୁସାରେ, ଆଜି ଭୁବନେଶ୍ୱର ରାମ ମନ୍ଦିର ଫଙ୍କସନ୍ ହଲ୍ ରେ ବିନା ଅନୁମତିରେ ଜନ୍ମଦିନ ପାଳନ କରାଯାଉଥିଲା । ଏହି ସମୟରେ ପୋଲିସ୍ ଚଢ଼ାଉ କରି ଫଙ୍କସନ୍ ହଲ୍ କୁ ସିଲ୍ କରିଦେଇଛନ୍ତି । ଏଥିସହିତ ଜୋରିମାନା ମଧ୍ୟ ଆଦାୟ କରାଯାଇଛି ।

Get real time updates directly on you device, subscribe now.

Comments are closed.