fbpx
BJD SKY
BJD SKY

ବିଜେଡି ଛାଡ଼ିଲେ ରାମଚନ୍ଦ୍ର ପଣ୍ଡା: ଇସ୍ତଫା ପତ୍ରରେ ଲେଖିଲେ ଅସନ୍ତୋଷର କାରଣ

BJD

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ଉପବାଚସ୍ପତି ତଥା ବିଜେଡି ନେତା ରାମଚନ୍ଦ୍ର ପଣ୍ଡା ଏବେ ଦଳରୁ ଇସ୍ତଫା ଦେଇଛନ୍ତି । ଲଗାତାର ୨ଥର ଟିକେଟ ନ ମିଳିବାରୁ ବିଜେଡିରୁ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାମଚନ୍ଦ୍ର ପଣ୍ଡା । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇ ସେ ଦଳରୁ ବିଦାୟ ନେଇଛନ୍ତି । ଏହି ଇସ୍ତଫାପତ୍ରରେ ସେ ନିଜ ଅସନ୍ତୋଷର କାରଣ ମଧ୍ୟ ଦର୍ଶାଇଛନ୍ତି । ପୂର୍ବରୁ ଉପ-ବାଚସ୍ପତି ଦାୟିତ୍ୱ ତୁଲାଇ ସାରିଥିବା ବେଳେ ନିର୍ବାଚନରେ ଦଳ ତାଙ୍କ ଛଉପରେ ଭରସା ନ କରିବା ଏବଂ ଟିକେଟ ନ ଦେବାରୁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.