fbpx

ରଥଯାତ୍ରା ପ୍ରସ୍ତୁତି ପର୍ବ ଆରମ୍ଭ

ପୁରୀ,୬ ।୧(ଓଡିଶା ଭାସ୍କର): ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଏନେଇ ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଦଳ । ପ୍ରଶାସନର ଏହି ସ୍ୱତନ୍ତ୍ର ଦଳ କାଠ ଯୋଗାଡ ପାଇଁ ସେଠାକୁ ମହାପ୍ରଭୁଙ୍କ ମାଳ ମହାପ୍ରସାଦ ଓ ପୂଜା ସାମଗ୍ରୀ ନେଇ ଯିବେ ।

ତେବେ ଆସନ୍ତା ୭ ତାରିଖରେ ବଦରାଉଳ ଠାକୁରାଣୀଙ୍କ ପାଖରେ କାଠ ଅନୁକୂଳ ହେବ ।

Get real time updates directly on you device, subscribe now.