fbpx
BSKY SKY
BSKY SKY

ବଦଳିଲା RBIର ନିୟମ: ବିନା ଓଟିପିରେ ଉଠାଇପାରିବେ ଏତିକି ଟଙ୍କା, ଜାଣନ୍ତୁ କେତେ

BSKY

ନୂଆଦିଲ୍ଲୀ: ଏଥର ବିନା ଓଟିପିରେ ୧୫ ହଜାର ପର୍ଯ୍ୟନ୍ତ ଟଙ୍କା ଏଟିଏମରୁ ଉଠାଇପାରିବେ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ଆରବିଆଇର ନୂଆ ନିୟମ ଅନୁସାରେ ୧୫ ପର୍ଯ୍ୟନ୍ତ ଟଙ୍କା ଉଠାଇବାବେଳେ ଆପଣଙ୍କୁ କୌଣସି ଭେରିଫାଏ କିମ୍ବା ମଞ୍ଜୁରୀ ପାଇଁ ଓଟିପିର ଆବଶ୍ୟକତା ପଡିବ ନାହିଁ ।

ପୂର୍ବରୁ ଏହି ନିୟମ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିଲା ।  ଏହାଠାରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ ଓଟିପିର ଆବଶ୍ୟକ ପଡୁଥିଲା । ଯାହା ଏବେ ଆଉ ୫ ହଜାର ବୃଦ୍ଧି କରି ୧୫ ହଜାର ପର୍ଯ୍ୟନ୍ତ କରିଦେଇଛି ଆରବିଆଇ । ଏଥିରେ ଡେବିଟ୍‌, କ୍ରେଡିଟ୍ ଏବଂ ମୋବାଇଲ ୱାଲେଟ୍ ମଧ୍ୟ ସାମିଲ । କିଛିଦିନ ପୂର୍ବେ ମୌଦ୍ରିକ ନୀତି ସମୀକ୍ଷା ସମୟରେ ଏନେଇ ଆରବିଆଇ ସୂଚନା ଦେଇଥିଲା । ଯାହା ଏବେ କାର୍ଯ୍ୟକାରୀ ହୋଇଛି ।

Get real time updates directly on you device, subscribe now.