fbpx
BSKY
BJD SHG SKY
BJD MC SKY

ଲଞ୍ଚ ହେବ ରିଅଲମିର ନୂଆ ସ୍ମାର୍ଟ ଫୋନ C51, ୧୦ ହଜାରୁ କମ ରହିବ ଏହାର ମୂଲ୍ୟ

ନୂଆଦିଲ୍ଲୀ : ପକେଟକୁ ସୁହାଇଲା ପରି କମ ଟଙ୍କାରରେ ଭାରତର ସବୁ ଲୋକଙ୍କ ପ୍ରିିୟ ରିୟଲମି ଏକ ନୂଆସ୍ମାଟ ଫୋନ ଲଞ୍ଚ କରିବାକୁ ଯାଉଛି । ଏହି ନୂଆ ସ୍ମାର୍ଟ ଫୋନ ହେଉଛି C51। କମ୍ପାନୀ ଏହାକୁ ଉଚିତ ମୂଲ୍ୟରେ ଭାରତରେ ଲଞ୍ଚ କରିବ । ଏହା ଦ୍ୱାରା ଏହି କମ୍ପାନୀ ଅନ୍ୟ ବ୍ରାଣ୍ଡକୁ ଚ୍ୟାଲେଞ୍ଜ କରୁଛି । ଏହି ସ୍ମାର୍ଟ ଫୋନ ଆସନ୍ତା କାଲି ୪ ସେପ୍ଟେମ୍ବରରେ ଲଞ୍ଚ ହେବ ।
ଏହି ସ୍ମାଟ ଫୋନ ଲଞ୍ଚ ହେବାର ଲାଇଭ ଭିଡିଓ କମ୍ପାନୀର ୟୁଟ୍ୟୁବ ଚ୍ୟାନଲରେ ପ୍ରସାରଣ ହେବା ସହିତ ସବୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ ହେବ । ଏହି ସ୍ମାର୍ଟ ଫୋନ Realme C53 ମଡେଲ ପରି । ଏଥିରେ ଏକା ପ୍ରକାର ଫିଚର ମଧ୍ୟ ରହିଛି । ତେବେ କମ୍ପାନୀ ରିଅଲମିର Realme C53 ମଡେଲକୁ ଜୁଲାଇ ମାସରେ ଲଞ୍ଚ କରିଥିଲା । ଏହାର ଦୁଇଟି ରଙ୍ଗଥିଲା ବ୍ଲାକ ଏବଂ ବ୍ଲୁ ।

 

Get real time updates directly on you device, subscribe now.