fbpx

ଦଶହରା ପାଇଁ ରିଲାଏନ୍ସ ଡିଜିଟାଲର ଆକର୍ଷଣୀୟ ଅଫର

ମୁମ୍ବାଇ: ଚଳିତ ଦଶହରାରେ, ରିଲାଏନ୍ସ ଡିଜିଟାଲର ଇଲେକଟ୍ରୋନିକ୍ ସେଲର ପର୍ବରେ ସଦ୍ୟତମ ଟେକ୍ ସାମଗ୍ରୀକୁ ଘରକୁ ଆଣନ୍ତୁ । ଆପଣଙ୍କର ନିକଟତମ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋରରୁ ବାଛନ୍ତୁ ବା reliancedigital.inରୁ ଅନଲାଇନରେ କିଣନ୍ତୁ । ଆକର୍ଷଣୀୟ ଅଫର ସହିତ, ଏହି ଉତ୍ସବକୁ ଆହୁରି ଆନନ୍ଦଦାୟକ କରିବା ପାଇଁ, ଆପଣ ଅଗ୍ରଣୀ ବ୍ୟାଙ୍କ କାର୍ଡ଼ରେ ସହଜିଆ ଇଏମଆଇ ବିକଳ୍ପ ସହିତ ୧୦% ରିହାତି ଲାଭ କରିପାରିବେ ।

ଆପଣଙ୍କର ପ୍ରିୟ ଇଲେକ୍ଟ୍ରୋନିକ୍ସର ବ୍ୟାପକ ସ୍ତର ମଧ୍ୟରୁ ବାଛନ୍ତୁ ଯେଉଁଥିରେ ରହିଛି ଟିଭି ଓ ଘରୋଇ ଉପକରଣ, ଅଡିଓ ଡିଭାଇସ୍, ମୋବାଇଲ୍ ଫୋନ୍, ଲାପଟପ୍ ଓ ଆହୁରି ଅନେକ । ଏହା ଉପହାର ପାଇଁ ହେଉ ବା ନିଜର ବ୍ୟବହାର ପାଇଁ, ଚଳିତ ପାର୍ବଣ ଋତୁରେ ରିଲାଏନ୍ସ ଡିଜିଟାଲର ସର୍ବୋତମ ଅଫର ଲାଇନ୍ ଅପ୍ ରହିଛି । ଆପଣଙ୍କର ପସନ୍ଦର ସାମଗ୍ରୀକୁ ବାଛନ୍ତୁ ଯେଉଁଥିରେ ରହିଛି ଆପଲ୍ ୱାଚ୍ ଯାହାକି ଟ.୧୭,୧୦୦/- ରୁ ଆରମ୍ଭ (ବ୍ୟାଙ୍କ କ୍ୟାସବ୍ୟାକକୁ ମିଶାଇ) ଓ ସାମସଙ୍ଗ ୱାଚ ଯାହାର ପ୍ରାରମ୍ଭିକ ମୂଲ୍ୟ ରହିଛି ଟ.୬୪୯୦/- ।

ଆହୁରି ମଧ୍ୟ, ଆପଣଙ୍କର ପ୍ରିୟ ସ୍ମାର୍ଟୱାଚକୁ ବାଛନ୍ତୁ ଯାହାକି ଟ.୧୫୯୯/- ରୁ ଆରମ୍ଭ । ଆକର୍ଷଣୀୟ ଡିଲ୍ ସହିତ ଲାପଟପ୍ ପାଆନ୍ତୁ । ସାମସଙ୍ଗ ଗାଲାକ୍ସି ବୁକ୍ ୨ ୧୨ ଜେନେରେସନ ଆଇ୫ ସହିତ ୧୬ଜିବି ରାମ୍ ଓ ୫୧୨ ଜିବି ଏସଏସଡି ଷ୍ଟୋରେଜ୍ ଏବେ ବ୍ୟାଙ୍କ କ୍ୟାସବ୍ୟାକ୍ ପରେ ଆକର୍ଷଣୀୟ ମୂଲ୍ୟ ଟ.୫୭,୯୯୯/- ରେ ଉପଲବ୍ଧ ।

Get real time updates directly on you device, subscribe now.