fbpx

ଗ୍ରୀଡକୋକୁ ୪୨୩୫ କୋଟି ଦେବ ରିଲାଏନ୍ସ

Advertisement

ନୂଆଦିଲ୍ଲୀ: ଗ୍ରୀଡକୋକୁ ୪୨୩୫ କୋଟି ଟଙ୍କା କ୍ଷତିପୂରଣ ରାଶି ଦେବ ରିଲାଏନ୍ସ । କ୍ଷତିପୂରଣ ଦେବାକୁ ରିଲାଏନ୍ସ ଇନଫ୍ରା ଷ୍ଟ୍ରକଚର୍ କୁ ଓଇଆରସି ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଡକୋ ସହ ରିଲାଏନ୍ସ ଚୁକ୍ତି ଖିଲାପ କରିଥିବା ଅଭିଯୋଗ ହୋଇଛି । ଚୁକ୍ତି ଖିଲାପ ଅଭିଯୋଗରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନେସ୍କୋ, ଓସ୍କୋ, ସାଉଥକୋ ମାଧ୍ୟମରେ ବିଦ୍ୟୁତ୍ ବିତରଣ କରୁଥିଲା ରିଲାଏନ୍ସ । ତେବେ ଏହି କ୍ଷତିପୂରଣ ନେଇ ଗ୍ରୀଡକୋର ଆଇନଜୀବୀ ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.