fbpx
BJD SKY
BJD SKY

ଆଇଏଏସ ସ୍ତରରେ ଅଦଳ ବଦଳ

BJD

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ୧୯୮୬ ବ୍ୟାଚ ଆଇଏଏସ ଜିଭିଭି ଶର୍ମାଙ୍କୁ ରାଜସ୍ୱ ପରିଷଦ ସଭ୍ୟ ଭାବରେ ବଦଳି କରାଯାଇଛି  । ସେହିଭଳି ସିଜେ ବେଣୁଗୋପାଳଙ୍କୁ କେବିକେ ମୁଖ୍ୟ ପ୍ରଶାସକ ପଦବୀକୁ ବଦଳି କରାଯାଇଛି ।KBK ସହ ନୂଆଦିଲ୍ଲୀରେ ମୁଖ୍ୟ ଆବାସିକ କମିସନର ବି ରହିବେ ବେଣୁଗୋପାଳ । ଏବେ KBK ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଛନ୍ତି ସୁଦର୍ଶନ ପାଲ ଠାକୁର

Get real time updates directly on you device, subscribe now.