fbpx

ଅସିଦ୍ଧ ଘୋଷଣା ହେଲା କୋଟିଆ ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଲାଗିଛି ଏକ ବଡ଼ ଝଟକା । କୋଟିଆରେ ଆନ୍ଧ୍ର କରିଥିବା ନିର୍ବାଚନ ଅସିଦ୍ଧ ଘୋଷଣା କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ । କହିଲେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍ ଉଲ୍ଲଂଘନ ହୋଇଛି ।

ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ ରାଜ୍ୟ ସରକାରଙ୍କୁ ଲାଗିଛି ଶକ୍ତ ଧକ୍କା । ରାଜ୍ୟରେ  ହୋଇଥିବା ପଞ୍ଚାୟତ ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରାଯାଇଛି । ନିର୍ବାଚନରେ ସୁପ୍ରିମ୍ କୋର୍ଟଙ୍କ ଗାଇଡ୍ ଲାଇନ୍ ଉଲ୍ଲଂଘନ ହୋଇଥିବା କହିଛନ୍ତି କୋର୍ଟ। ଏଥିସହ ପୁଣିଥରେ ନିୟମ ଅନୁସାରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Get real time updates directly on you device, subscribe now.