fbpx
BSKY
BJD MC SKY
BJD YOUTH SKY

Rourkela Steel Plant ପକ୍ଷରୁ ବାହାରିଲା ୩୩୩ଟି ଚାକିରି, ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ବଢ଼ିଆ ସୁଯୋଗ

ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ୩୩୩ଟି ପଦବୀ ପାଇଁ ଚାକିରି ବାହାରିଛି । କାର୍ଯ୍ୟନିର୍ବାହୀ ଓ ଅଣକାର୍ଯ୍ୟନିର୍ବାହୀ ପଦବୀ ପାଇଁ ଏହି ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ପଢ଼ି ଆବେଦନ କରିବାକୁ ଅନୁରୋଧ ।

ପ୍ରାର୍ଥୀମାନେ ଆସିଷ୍ଟାଣ୍ଡ ମ୍ୟାନେଜର, ଓସିଟି, ମାଇନିଂ ଫେରମ୍ୟାନ, ସର୍ଭେୟର, ଫାୟାର ଅପରେଟର, ମାଇନିଂ ମେଟ, ଆଟେଣ୍ଡାଣ୍ଟ କମ୍ ଟେକ୍ନିସିଆନ, ଫାୟାର ଇଞ୍ଜିନ ଡ୍ରାଇଭର, ଟେକ୍ନିସିଆନ ଟ୍ରେନିଂ ଆଦି ପଦବୀରେ ନିଯୁକ୍ତି ପାଇବେ । ଏଥିରେ ଆବେଦନ କରିବାକୁ ହେଲେ ବିଭିନ୍ନ ବର୍ଗର ପଦବୀ ପାଇଁ ଅଲଗା ଅଲଗା ଫିସ୍ ଜମା କରିବାକୁ ପଡ଼ିବ । ଆବେଦନର ଅନ୍ତିମ ତାରିଖ ଆସନ୍ତା ୩୦ ତାରିଖ ରହିଛି ।

ଅନଲାଇନ ଆବେଦନ ଲିଙ୍କ: https://sail.ucanapply.com/otr?app_id=UElZMDAwMDAwMQ==

ନୋଟିଫିକେସନ: https://img.freejobalert.com/uploads/2022/09/Notificaion-Sail-Executive-Non-Executive-Posts.pdf

ଅଫିସିଆଲ ୱେବସାଇଟ୍: https://www.sail.co.in/

Get real time updates directly on you device, subscribe now.