fbpx

ଜାତିସଂଘରେ ରୁଷ୍ ବିରୋଧରେ ପ୍ରସ୍ତାବ ପାସ୍: ଭୋଟିଂରୁ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ: ରୁଷ୍ ବିରୋଧରେ ଜାତିସଂଘରେ ପାସ୍ ହେଲା ନିନ୍ଦା ପ୍ରସ୍ତାବ । ଭାରତ ଭୋଟିଂରୁ ଦୂରେଇ ରହିଲା । ୧୪୧ ଦେଶ ରୁଷ୍ ବିରୋଧରେ ଭୋଟ୍ ଦେଲେ । ମୋଟ୍ ୩୫ ଟି ଦେଶ ଭୋଟିଂରୁ ଦୂରେଇ ରହିଲେ । ୫ ଟି ଦେଶ ନିନ୍ଦା ପ୍ରସ୍ତାବକୁ ବିରୋଧ କରିଥିଲେ । ପୂର୍ବରୁ ଫେବୃଆରୀ ୨୬ରେ ହୋଇଥିବା ବୈଠକରେ ମଧ୍ୟ ଭୋଟିଂରୁ ଦୂରେଇ ରହିଥିଲା ଭାରତ ।

Get real time updates directly on you device, subscribe now.