fbpx
BJD
BJD SKY
BJD SKY

୨୪ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ: ୧୪,୨୦୦ ସୈନିକ ମାରିଥିବା ୟୁକ୍ରେନର ଦାବି

BJD

କିଭ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଗତ ୨୪ ଦିନ ହେବ ଜାରି ରହିଛି । ୟୁକ୍ରେନର ବିଭିନ୍ନ ସହରରେ ରୁଷ ସେନା ଏବେବି ଆକ୍ରମଣ କରୁଛନ୍ତି । ଲୁହାନସ୍କରେ ରୁଷ ଆକ୍ରମଣରେ ୫୯ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମାନବୀୟ କରିଡର ପାଇଁ ଦୁଇ ଦେଶ ମଧ୍ୟରେ ସହମତି ହୋଇଛି । ୯ଟି ମାନବୀୟ କରିଡରରେ ଲୋକଙ୍କୁ ଉଦ୍ଧାର କରାଯିବ ।

ଅନ୍ୟପଟେ ରୁଷର ୧୪,୨୦୦ ସୈନିକ ମାରିଥିବା ନେଇ ୟୁକ୍ରେନ ଦାବି କରିଛି । ରୁଷର ୧୧୨ ହେଲିକପ୍ଟର ନଷ୍ଟ କରିଛି ୟୁକ୍ରେନ । ୯୩ ଯୁଦ୍ଧ ବିମାନକୁ ଖସାଇଥିବା ମଧ୍ୟ ୟୁକ୍ରେନ କହିଛି ।

Get real time updates directly on you device, subscribe now.