fbpx
BSKY
BJD MC SKY
BJD YOUTH SKY

ସମ୍ବଲପୁର: ଗାଡ଼ି ନଯାଇ ଟୋଲ୍‌ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା କଲେ ଖାଉଟି ଅଦାଲତ

ସମ୍ବଲପୁର: (ଓଡ଼ିଶା ଭାସ୍କର) ଗାଡ଼ି ନଯାଇ ଟୋଲ୍‌ କଟିଥିବାରୁ ଟୋଲ୍‌ପ୍ଲାଜାକୁ ଜରିମାନା ହୋଇଛି । ୨ଟି ଅଲଗା ଅଲଗା ମାମଲାରେ ୨୫ ହଜାର ଲେଖାଏଁ ଜରିମାନା କଲେ ଖାଉଟି ଅଦାଲତ । ଏଭଳି ମାମଲା ଦେଖିବାକୁ ମିଳିଛି ସମ୍ବଲପୁରରେ । ସେପଟେ ମାମଲା ପିଛା ୨୫ ହଜାର ଜରିମାନା ପକାଇଛନ୍ତି ଅଦାଲତ । ଏବେ ଅଦାଲତର ଖର୍ଚ୍ଚ ପାଇଁ ୫ ହଜାର ଗଣିବେ ଟୋଲ୍‌ପ୍ଲାଜା ।

ଖାଲି ଏତିକି ନୁହେଁ ବରଂ ଏଥିସହ ଟୋଲ ଫି’ ବାବଦରେ କଟିଥିବା ଟଙ୍କା ଫେରାଇବାକୁ ଦିଆଯ଼ାିଛି ନିର୍ଦ୍ଦେଶ । ଖବର ମୁତାବକ ବରଗଡ଼ ନିକଟ ଟୋଲ୍‌ ପ୍ଲାଜାରେ କଟିଥିଲା ଟୋଲ୍‌ ଫି’ । ଘଟଣା ଜଣାପଡ଼ିବା ପରେ ଉଭୟ ଗାଡ଼ି ମାଲିକ ଖାଉଟି ଯାଇଥିଲେ ଅଦାଲତ ।

Get real time updates directly on you device, subscribe now.