fbpx

ପରୀକୁ ମିଳିବ ନ୍ୟାୟ ,ଏନସିପିସିଆରଙ୍କୁ ଭେଟିଲେ ସମ୍ବିତ

ଭୁବନେଶ୍ୱର, ୩୦ା୧୧ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣା ଏକ ଭିନ୍ନ ମୋଡ଼ ନେଇଛି । ସୂଚନାଯୋଗ୍ୟ, ପୂର୍ବରୁ ପରୀକୁ ନ୍ୟାୟ ଦାବିରେ ରାଜ୍ୟ ବିଜେପି ତରଫରୁ ବାରମ୍ବାର ଆନ୍ଦୋଳନ କରାଯାଇଥିବା ବେଳେ ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର)ଙ୍କୁ ଭେଟିଛନ୍ତି । ଏଥିସହ ପରୀକୁ ନ୍ୟାୟ ମିଳିବା ଦାବିରେ ଶ୍ରୀ ପାତ୍ର କମିଶନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.