fbpx

ବଦଳିଲେ ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲାପାଳ

ପରୁଲ ପଟୱାରୀ ହେଲେ ଜଗତସିଂହପୁର ଜିଲ୍ଲାପାଳ

ଭୁବନେଶ୍ୱର: ବଦଳିଲେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର । ସଂଗ୍ରାମ ମହାପାତ୍ର ହେଲେ ଖୋର୍ଦ୍ଧା ଜିଲ୍ଲାପାଳ । ପରୁଲ ପଟୱାରୀ ହେଲେ ଜଗତସିଂହପୁର ଜିଲ୍ଲାପାଳ । ସାଧାରଣ ଅଭିଯୋଗ ଓ ଜି.ଏ ବିଭାଗ ଅତିରିକ୍ତ ସଚିବ ହେଲେ ଗଙ୍ଗାଧର ସାହୁ । ସନତ କୁମାର ମହାନ୍ତି ହେଲେ ଟିଇ ଆଣ୍ଡ୍ ଏସସିଇଆରଟି ନିର୍ଦ୍ଦେଶକ ।

Get real time updates directly on you device, subscribe now.