ଲକଡାଉନରେ କନିଆ ବେଶ, ବାହା ହେବେ କି ସ୍ୱପ୍ନା?

0 233

ଳକ୍-ଡାଉନରେ ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି । ଏଥିରୁ ବାଦ୍ ପଡିନାହାନ୍ତି ହରିୟାଣାର ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ସେ ନିଜର ଫ୍ୟାନ୍ସମାନଙ୍କୁ ଜୋରଦାର ଝଟକା ଦେଇଛନ୍ତି । ତେବେ ସ୍ୱପ୍ନାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି । ଭାଇରାଲ ହୋଇଥିବା ଫଟୋରେ ସ୍ୱପ୍ନା କନିଆ ବେଶରେ ନଜର ଆସିଛନ୍ତି, ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡିଛି । ସ୍ୱପ୍ନାଙ୍କ ଏହି ଲୁକ୍ ଲୋକମାନଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫଟୋ ଦେଖିବା ପରେ ତାଙ୍କ ପ୍ରଂଶସକମାନେ ବିବାହକୁ ନେଇ ଅନେକ ପ୍ରଶ୍ନ ପଚାରୁଛନ୍ତି । ତେବେ ହାଲକା ଗୋଲାପୀ ରଙ୍ଗର ଲେହେଙ୍ଗାରେ ସ୍ୱପ୍ନା ଫଟୋସୁଟ୍ କରିଛନ୍ତି ।

ଅନ୍ୟପଟେ ସ୍ୱପ୍ନାଙ୍କ ଡ୍ୟାନ୍ସ ଭିଡିଓକୁ ଲୋକମାନେ ବେଶ ପସନ୍ଦ କରନ୍ତି । ସେ ଖୁବ ଶୀଘ୍ର ହରିୟାଣାରର ବୀର ସାହୁଙ୍କ ବିବାହ କରିବାକୁ ଯାଉଛନ୍ତି । ବୀର ନିଜ କ୍ୟାରିୟରରେ ସିଙ୍ଗର ଓ ଡ୍ୟାନ୍ସର ଥିବା ଜଣାପଡିଛି ।

Leave A Reply

Your email address will not be published.