-
World 99,858,530
WorldConfirmed: 99,858,530Active: 25,857,206Recovered: 71,860,551Death: 2,140,773 -
USA 25,705,299
USAConfirmed: 25,705,299Active: 9,865,332Recovered: 15,410,456Death: 429,511 -
India 10,672,035
IndiaConfirmed: 10,672,035Active: 183,660Recovered: 10,334,850Death: 153,525 -
Brazil 8,844,600
BrazilConfirmed: 8,844,600Active: 973,749Recovered: 7,653,770Death: 217,081 -
Russia 3,738,690
RussiaConfirmed: 3,738,690Active: 518,009Recovered: 3,150,763Death: 69,918 -
UK 3,647,463
UKConfirmed: 3,647,463Active: 1,918,124Recovered: 1,631,400Death: 97,939 -
Italy 2,466,813
ItalyConfirmed: 2,466,813Active: 499,278Recovered: 1,882,074Death: 85,461 -
Turkey 2,429,605
TurkeyConfirmed: 2,429,605Active: 96,811Recovered: 2,307,721Death: 25,073 -
Germany 2,149,387
GermanyConfirmed: 2,149,387Active: 273,000Recovered: 1,823,500Death: 52,887 -
Pakistan 534,041
PakistanConfirmed: 534,041Active: 33,820Recovered: 488,903Death: 11,318 -
China 89,115
ChinaConfirmed: 89,115Active: 1,849Recovered: 82,631Death: 4,635
ଳକ୍-ଡାଉନରେ ବଲିଉଡ ଷ୍ଟାରମାନେ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ ରହୁଛନ୍ତି । ଏଥିରୁ ବାଦ୍ ପଡିନାହାନ୍ତି ହରିୟାଣାର ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ସେ ନିଜର ଫ୍ୟାନ୍ସମାନଙ୍କୁ ଜୋରଦାର ଝଟକା ଦେଇଛନ୍ତି । ତେବେ ସ୍ୱପ୍ନାଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇଛି । ଭାଇରାଲ ହୋଇଥିବା ଫଟୋରେ ସ୍ୱପ୍ନା କନିଆ ବେଶରେ ନଜର ଆସିଛନ୍ତି, ଯାହାକୁ ଦେଖି ଲୋକଙ୍କ ହୋସ୍ ଉଡିଛି । ସ୍ୱପ୍ନାଙ୍କ ଏହି ଲୁକ୍ ଲୋକମାନଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଫଟୋ ଦେଖିବା ପରେ ତାଙ୍କ ପ୍ରଂଶସକମାନେ ବିବାହକୁ ନେଇ ଅନେକ ପ୍ରଶ୍ନ ପଚାରୁଛନ୍ତି । ତେବେ ହାଲକା ଗୋଲାପୀ ରଙ୍ଗର ଲେହେଙ୍ଗାରେ ସ୍ୱପ୍ନା ଫଟୋସୁଟ୍ କରିଛନ୍ତି ।
ଅନ୍ୟପଟେ ସ୍ୱପ୍ନାଙ୍କ ଡ୍ୟାନ୍ସ ଭିଡିଓକୁ ଲୋକମାନେ ବେଶ ପସନ୍ଦ କରନ୍ତି । ସେ ଖୁବ ଶୀଘ୍ର ହରିୟାଣାରର ବୀର ସାହୁଙ୍କ ବିବାହ କରିବାକୁ ଯାଉଛନ୍ତି । ବୀର ନିଜ କ୍ୟାରିୟରରେ ସିଙ୍ଗର ଓ ଡ୍ୟାନ୍ସର ଥିବା ଜଣାପଡିଛି ।
Comments are closed.