fbpx

କରୋନା କବଜାରେ ସରପଞ୍ଚ

ଭୁବନେଶ୍ୱର,୧୭ ।୫(ଓଡିଶା ଭାସ୍କର): ଆଜି ରାଜ୍ୟରେ ନୂଆ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୮୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସରପଞ୍ଚ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟ ୩ ଜଣ ଆକ୍ରାନ୍ତ ସ୍ଥାନୀୟ ବାସୀନ୍ଦା ଥିଲେ । ରାଜ୍ୟରେ ପ୍ରଥମଥର ପାଇଁ ଜଣେ ସରପଞ୍ଚ କରୋନାରେ ଚିହ୍ନଟ ହୋଇଛନ୍ତି । ସରପଞ୍ଚଙ୍କୁ କରୋନା ଯୋଦ୍ଧା ଭାବେ ସରକାର ବିବେଚିତ କରିଛନ୍ତି ।

Get real time updates directly on you device, subscribe now.