fbpx

ସରପଞ୍ଚ ଦେଖାଇଲେ ଜିଲ୍ଲାପାଳଙ୍କ କ୍ଷମତା, କରିଲେ ଏପରି କାମ

ପୋଲିସରା,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା କରିବା ପାଇଁ ସମସ୍ତ ପଞ୍ଚାୟତର ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଜିଲ୍ଲାପାଳ କ୍ଷମତାକୁ ୨ ସରପଞ୍ଚ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ମନ୍ଦାର ପଞ୍ଚାତୟକୁ ୭ ଦିନ ପାଇଁ ସଟ୍-ଡାଉନ୍ ଘୋଷଣା କରିଛନ୍ତି ସେଠାକାର ସରପଞ୍ଚ । ସେହିପରି ମଧୁପଲ୍ଲୀ ପଞ୍ଚାୟତକୁ ମଧ୍ୟ ୭ ଦିନ ପାଇଁ ସଟ୍-ଡାଉନ୍ ପାଇଁ ଘୋଷଣା କରାଯାଇଛି । ଗତକାଲି ମାଣିତରା ପଞ୍ଚାୟତକୁ ସଟ୍-ଡାଉନ୍ ଘୋଷଣା କରିଥିଲେ ସରପଞ୍ଚ ।

Get real time updates directly on you device, subscribe now.