fbpx

ଦ୍ୱିତୀୟ ନ୍ୟାୟିକ ବେତନ କମିସନ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ

ନୂଆଦିଲ୍ଲୀ, ୬ା୨: ଦ୍ୱିତୀୟ ନ୍ୟାୟିକ ବେତନ କମିସନ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ ହୋଇଛି । ତଳ କୋର୍ଟର ବିଚାରପତିଙ୍କ ବେତନକୁ ନେଇ କମିସନ ସୁପାରିସ କରିଛନ୍ତି । କନିଷ୍ଠ ସିଭିଲ ଜଜଙ୍କ ଦରମା ୭୭ହଜାର ୮୪୦ଟଙ୍କା ହେବା ଉଚିତ । ବରିଷ୍ଠ ସିଭିଲ ଜଜଙ୍କ ଦରମା ୧ଲକ୍ଷ ୧୧ହଜାର ଟଙ୍କା ହେବା ଉଚିତ । ଜିଲ୍ଲା ଜଜଙ୍କ ଦରମା ୧ଲକ୍ଷ ୪୪ହଜାର ଟଙ୍କା କରିବାକୁ ସୁପାରିସ ହୋଇଛି । ଫେବୃଆରି ୨୮ରେ ଶୁଣାଣି କରି ଏନେଇ ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ ।

Get real time updates directly on you device, subscribe now.