fbpx

ଏସସିବି ମେଡ଼ିକାଲର ନବନିର୍ମାଣ ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା

କଟକ, ୧୯ା୨(ଓଡ଼ିଶା ଭାସ୍କର): କଟକ ସ୍ଥିତ ଏସସିବି ମେଡ଼ିକାଲର ନବନିର୍ମାଣ ପାଇଁ ଉଚ୍ଚେଦ ପ୍ରକ୍ରିୟା ଜାରି ରହିଛି । ଆଜି ପିଡ଼ବ୍ଳୁଡ଼ି କଲୋନିରେ ଥିବା ଦରଘା ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସେହି ଘଟଣାସ୍ଥଳରେ ଲୋକମାନଙ୍କର ଚାପା ଉତ୍ତେଜନା ଦେଖା ଦେଇଛି ।

ସେହିପରି ଗତ ୪ତାରିଖ ଦିନ କଟକ ସ୍ଥିତ ଯୋବ୍ରା ମାର୍କେଟରୁ ଉଚ୍ଛେଦ ପକ୍ରିୟା ଆରମ୍ଭ ହୋଇଥିଲା । ସେଠାରେ ମଧ୍ୟ ୪ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ୯ଟି ଜେସିବି ଦ୍ୱାରା ଉଚ୍ଛେଦ କାର୍ଯ୍ୟ ହୋଇଥିଲା ।

Get real time updates directly on you device, subscribe now.