fbpx

ମାଉଥ୍ ୱାଶରେ ସଫା ହୋଇପାରେ କରୋନା ଭାଇରସ୍- ବୈଜ୍ଞାନିକଙ୍କ ଦାବି

କରୋନା ଭାଇରସକୁ ମୁହଁର ରାସ୍ତା ଦେଇ ନଷ୍ଟ କରାଯାଇପାରିବ । ଏନେଇ ଅନ୍ତରାଷ୍ଟ୍ରୀୟ ଭାଇରସ୍ ବିଶେଷଜ୍ଞ ଟିମ୍ ଦାବି କରି କହିଛନ୍ତି ଯେ, ମାଉଥ୍ ୱାଶରେ କରୋନା ଭାଇରସ୍ ସଫା ହେବାର କ୍ଷମତା ରହିଛି । ମୁହଁ ଦ୍ୱାରା ଗଳାରେ ପହଞ୍ଚିବା ପୂର୍ବରୁ କରୋନାର କୋଶିକାକୁ ନଷ୍ଟ କରିଦେବ ମାଉଥୱାଶ୍ । ତେବେ ବିଶେଷଜ୍ଞମାନେ ଏହାବି ଦାବି କରିଛନ୍ତି ଯେ, କରୋନା ଚାରିପାଖରେ ଏକ ଚର୍ବି ସେଲ ରହିଛି, ଯାହାକି ମାଉଥ୍ ୱାଶ୍ କରିବା ଦ୍ୱାରା ତରଳିଯାଏ । ତେଣୁ ମାଉଥ୍ ୱାଶ୍ ବ୍ୟବହାର କରିବା ଦ୍ୱାରା ତାହା ଆପଣଙ୍କ ପାଟିରେ ଥିବା ରାସାୟନିକ ପଦାର୍ଥକୁ ମାରିଦେବ । ଏନେଇ ପାଟିକୁ ସଫା ରଖିବା ପାଇଁ ସର୍ବଦା ଧ୍ୟାନ ଦିଅନ୍ତୁ ।

Get real time updates directly on you device, subscribe now.