fbpx
BJD
BJD SKY
BJD SKY

ସୁନ୍ଦରଗଡ଼ରେ ଥମୁନି ସ୍କ୍ରବ ଟାଇଫସ୍ ସଂକ୍ରମଣ: ପୁଣି ୫ ଜଣ ଭାଇରସରେ ଆକ୍ରାନ୍ତ

ରାଉରକେଲା: ସ୍କ୍ରବ ଟାଇଫସ୍ ବର୍ତ୍ତମାନ ସୁନ୍ଦରଗଡ଼ରେ ଆତଙ୍କ ବଢାଇବାରେ ଲାଗିଛି । ପ୍ରତିଦିନ ଭାଇରସରେ ବହୁ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସୁନ୍ଦରଗଡ଼ରେ ଏହି ଭାଇରସ ବର୍ତ୍ତମାନ ଚିନ୍ତା ବଢାଇବାରେ ଲାଗିଛି । ପୁଣିଥରେ ଆଜି ଦିନକରେ ୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୨୧୧ରେ ପହଞ୍ଚିଛି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ବଢୁଥିବା ସଂକ୍ରମଣ ଏବେ ସ୍ୱାସ୍ଥ୍ୟ ବିଭାଗ ପ୍ରତି ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇଛି ।

Get real time updates directly on you device, subscribe now.