fbpx

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

ପୁରୀ, ୨୦ା୯(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ ଘଟିଛି । ଆଜି ସକାଳେ ପୁରୀ ମେଡ଼ିକାଲରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ପ୍ରେମାନନ୍ଦ ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଥିଲେ । ୧୦ବର୍ଷ ଧରି ଦଇତାପତି ନିଯୋଗର ସଭାପତି ରହିଥିଲେ । କରୋନାରୁ ସୁସ୍ଥ ହୋଇ ୨ଦିନ ହେବ ଘରକୁ ଫେରିଥିବା ସୂଚନା ରହିଛି ।

 

 

Get real time updates directly on you device, subscribe now.