fbpx

ସେନସେକ୍ସ ଓ ନିଫ୍ଟିର ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ, ୩ା୧୨: ଆଜି ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି ଘଟିଛି । ସେନସେକ୍ସ ପ୍ରଥମ ଥର ପାଇଁ ୪୪୯୦୦ ଅଙ୍କ ପାର କରିଥିବା ଜଣାପଡ଼ିଛି । ଏହା ହେଉଛି ସେନସେକ୍ସର ସର୍ବକାଳୀନ ରେକର୍ଡ । କାରବାର ଆରମ୍ଭରୁ ୯୬୯ଟି ସେୟାର ବୃଦ୍ଧି ଓ ୨୨୬ଟି ସେୟାରର ହ୍ରାସ ପାଇଥିଲା । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଅଧୀନ ଏସବିଆଇ, ମାରୁତି, ଟାଟା ଷ୍ଟିଲ, ଓଏନଜିସି, ଏସିଆନ ପେଣ୍ଟ, ବଜାଜ ଫିନସର୍ଭ ଶେୟାରର ବୃଦ୍ଧି ଘଟିଥିବା ବେଳେ ହ୍ରାସ ଘଟିଥିବା ସେୟାର ମଧ୍ୟରେ ଆକ୍ସିସ ବ୍ୟାଙ୍କ, ପାୱାର ଗ୍ରୀଡ, ଏଚଡିଏଫସି ବ୍ୟାଙ୍କ, ସନ ଫାର୍ମା ପ୍ରମୁଖ ଅନ୍ୟତମ ।

Get real time updates directly on you device, subscribe now.