fbpx

ସେସୁକୁ କିଣିଲା ଟାଟା ପାୱାର କମ୍ପାନି

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ବିଦ୍ୟୁତ ବିତରଣ ସଂସ୍ଥା ସେସୁକୁ କିଣିଛି ଟାଟା ପାୱାର କମ୍ପାନି । ସେସୁର ୫୧% ଅଂଶଧନକୁ ୧୭୮ କୋଟି ଟଙ୍କାରେ କିଣିଛି ଟାଟା ପାୱାର ବୋଲି ସୂଚନା ମିଳିଛି । ଜୁନ୍ ପହିଲାରୁ ପରିଚାଳନା ଦାୟିତ୍ୱ ନେବ ଟାଟା ପାୱାର କମ୍ପାନୀ । ସେସୁର ୨୦୦କୋଟିର ବକେୟା ଦେୟ ଆଦାୟ କରିବ ଟାଟା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ସଚିବ ପ୍ରିୟବ୍ରତ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.