fbpx
BSKY
BJD MC SKY
BJD YOUTH SKY

ବିଶ୍ୱର ୭୦ ପ୍ରତିଶତ ବାଘ ଭାରତରେ: ଜାଭଡ଼େକର

ନୂଆଦିଲ୍ଲୀ, ୨୮ା୭: ଭାରତରେ ୨ହଜାର ୯୬୭ ବାଘ ରହିଛି । ବାଘ ଗଣନା ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ସୂଚନା ଦେଇଛନ୍ତି । ବିଶ୍ୱ ବାଘସଂଖ୍ୟାର ୭୦ପ୍ରତିଶତ ଭାରତରେ ରହିଛନ୍ତି । ଏହାଛଡ଼ା ଦେଶରେ ୩୦ହଜାର ହାତୀ, ୩ହଜାର ଏକଶିଙ୍ଗା ଗଣ୍ଡା ଅଛନ୍ତି । ସେହିପରି ୫୦୦ରୁ ଅଧିକ ସିଂହ ଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.