fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କଲେ ସେବାୟତ

Advertisement

ଭୁବନେଶ୍ୱ(ଓଡ଼ିଶା ଭାସ୍କର): ଶ୍ରୀମନ୍ଦିର ପରିକ୍ରମା ପକଳ୍ପକୁ ନେଇ ଦିନକୁ ଦିନ ରାଜନୀତି ତେଜିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସୋମବାର ପରିକ୍ରମା ପ୍ରକଳ୍ପ ଶୀଘ୍ର ସାରିବାକୁ ହାଇକୋର୍ଟରେ ରିଟ୍ ପିଟିସନ ଆବେଦନ କରିଛନ୍ତି ସେବାୟତ ।

ଏହି ପିଟିସନରେ ଶ୍ରୀମନ୍ଦିର ପରିକ୍ରମା ପକଳ୍ପ ଯଥାଶୀଘ୍ର ସାରିବାକୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାର ଓ ଏଏସଆଇକୁ ପକ୍ଷଭୁକ୍ତ କରି ହାଇକୋର୍ଟରେ ଏହି ରିଟ୍ ପିଟିସନ ଦାଖଲ ହୋଇଛି । ପରିକ୍ରମା ପକଳ୍ପ ଶୀଘ୍ର ସାରିବାକୁ ରାଜ୍ୟ ସରକାର ଏବଂ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଏହା ସହ ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ପିଟିସନରେ ମୁଷ୍ଟିମେୟ ଲୋକଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.