fbpx

କଟକରେ ସେକ୍ସ ରାକେଟ ଠାବ: ହୋଟେଲରେ ରେଡ୍ କରି ଜଣକୁ ଗିରଫ କଲା ପୋଲିସ

କଟକ: ସିଡିଏ ଅଞ୍ଚଳରୁ ଧରାପଡ଼ିଲା ସେକ୍ସ ରାକେଟ୍ । ସିଡିଏର ଏକ ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ନେଇ ଖବର ପାଇ ରେଡ୍ କରିଥିଲା ମର୍କତନଗର ପୋଲିସ । ତେବେ ଏହି ରେଡ୍ ସମୟରେ ୨ ଯୁବତୀ ଉଦ୍ଧାର ହେବା ସହ ଜଣକୁ ଗିରଫ କରିଛି ପୋଲିସ ।

 

Get real time updates directly on you device, subscribe now.