fbpx
BSKY
BJD MC SKY
BJD YOUTH SKY

କଟକରେ ସେକ୍ସ ରାକେଟ୍ ଠାବ, ୩ ଅଟକ

କଟକ(ଓଡିଶା ଭାସ୍କର): କରୋନା କାଳରେ ବି ଜାରି ରହିଛି ଦେହ ବ୍ୟବସାୟ । ଏହାରି ମଧ୍ୟରେ କଟକର ଏକ ହୋଟେଲରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରହିଛି । ପିଲଗ୍ରିମ ରୋଡର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିଛି । ଚଢାଉ ବେଳେ ଜଣେ ଯୁବତୀ ଉଦ୍ଧାର ହୋଇଥିବା ବେଳେ ମହିଳା କିଙ୍ଗପିନ୍ ସହ ୨ ହୋଟେଲ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ । ଘଟଣାକୁ ନେଇ ପୋଲିସର ଛାନଭିନ ଜାରି ରଖିଛି ।

Get real time updates directly on you device, subscribe now.