-
World 144,259,844
WorldConfirmed: 144,259,844Active: 18,476,315Recovered: 122,717,459Death: 3,066,070 -
USA 32,583,792
USAConfirmed: 32,583,792Active: 6,849,612Recovered: 25,151,152Death: 583,028 -
India 15,924,732
IndiaConfirmed: 15,924,732Active: 2,290,689Recovered: 13,449,371Death: 184,672 -
Brazil 14,050,885
BrazilConfirmed: 14,050,885Active: 1,110,666Recovered: 12,561,689Death: 378,530 -
Russia 4,727,125
RussiaConfirmed: 4,727,125Active: 267,546Recovered: 4,352,873Death: 106,706 -
Turkey 4,446,591
TurkeyConfirmed: 4,446,591Active: 565,274Recovered: 3,844,342Death: 36,975 -
UK 4,395,703
UKConfirmed: 4,395,703Active: 101,642Recovered: 4,166,734Death: 127,327 -
Italy 3,904,899
ItalyConfirmed: 3,904,899Active: 475,635Recovered: 3,311,267Death: 117,997 -
Germany 3,208,672
GermanyConfirmed: 3,208,672Active: 303,190Recovered: 2,824,100Death: 81,382 -
Pakistan 772,381
PakistanConfirmed: 772,381Active: 83,162Recovered: 672,619Death: 16,600 -
China 90,541
ChinaConfirmed: 90,541Active: 305Recovered: 85,600Death: 4,636
ମୁମ୍ବାଇ ୮|୪ (ଓଡିଶା ଭାସ୍କର) : IPL-T20 ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ପାକିସ୍ତାନର ପୂର୍ବ ଅଧିନାୟକ ଶାହିଦ ଆଫ୍ରିଦି ଏକ ଟ୍ୱିଟ୍ କରିଛିନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଉପରେ ପ୍ରଭାବ ପକାଉଛି ଟି-୨୦ ମ୍ୟାଚ୍ । ସେ ଟ୍ୱିଟରେ ଲେଖିଛନ୍ତି କି ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସିରିଜ୍ ଚାଲିଥିବା ସମୟରେ ବୋର୍ଡ଼଼ କିପରି ଖେଳାଳୀମାନଙ୍କୁ ଟି-୨୦ ଖେଳିବା ପାଇଁ ଅନୁମତି ଦେଉଛନ୍ତି । ଜାଣି କଷ୍ଟ ଲାଗୁଛି, ଅନ୍ତରାଷ୍ଟ୍ରୀୟ କ୍ରିକେଟ ଉପରେ ଭାରି ପଡୁଛି ଟି-୨୦ କ୍ରିକେଟ । ଏହା ବିଷୟରେ ଆମକୁ ଚିନ୍ତା କରିବା ଦରକାର ।’ ଏହି କିଛିଦିନ ଆଗରୁ ପାକିସ୍ତାନ- ସାଉଥ ଆଫ୍ରିକା ଦିନିକିଆ ସିରିଜ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ପାକିସ୍ତାନ ୨-୧ ରେ ସିରିଜ୍ କୁ ନିଜ ନାରେ କରିବାରେ ସଫଳ ହୋଇଛି । ସୂଚନା ଅନୁସାରେ ସିରିଜ୍ ଚାଲୁଥିବା ସମୟରେ ସାଉଥ୍ ଆଫ୍ରିକା କ୍ରିକେଟ୍ ବୋର୍ଡ଼ ଖେଳାଳୀମାନଙ୍କୁ IPL-T20 ଖେଳିବା ପାଇଁ ଅନୁମତି ଦେଇଥିଲା । ଯାହା ପରେ ଆଫ୍ରିଦି ସାଉଥ୍ ଆଫ୍ରିକା କ୍ରିକେଟ୍ ବୋର୍ଡ଼ ଉପରେ ପ୍ରଶ୍ନ ଉଠାଇଛନ୍ତି ।