fbpx

ବଜେଟ ଆଗତ ହେବା ପୂର୍ବରୁ ସେୟାର ବଜାରରେ ଉତ୍ସାହ

ମୁମ୍ବାଇ,୧ ।୨: ଦେଶର ସାଧାରଣ ବଜେଟ୍ ଆଉ କିଛି ସମୟ ପରେ ସଂସଦରେ ଆଗତ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଉପସ୍ଥାପନା କରିବେ । ବଜେଟ୍ ଆଗତ ହେବା ପୂର୍ବରୁ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ଆରମ୍ଭରୁ ବିଏସଇ ସୂଚକାଙ୍କରେ ୯୨ ପଏଣ୍ଟ ବୃଦ୍ଧି ହୋଇଛି । ବିଏସଇ ସୂଚକାଙ୍କ ୪୦ ହଜାର ୮୧୫ ପଏଣ୍ଟ ଛୁଇଁଛି । ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟି ୧୩ ପଏଣ୍ଟ ବୃଦ୍ଧି ପାଇଛି । ୧୧ ହଜାର ୯୭୫ ପଏଣ୍ଟ ଛୁଇଁଛି ନିଫ୍ଟି ।

Get real time updates directly on you device, subscribe now.