ଜମ୍ମୁକାଶ୍ମୀର: ଜମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍। ଜମ୍ମୁକାଶ୍ମୀରରେ SIAର କାର୍ଯ୍ୟାନୁଷ୍ଠାନ। ଆତଙ୍କୀ କାର୍ଯ୍ୟକଳାପ ନେଇ ଦକ୍ଷିଣ କାଶ୍ମୀରରେ ରେଡ୍। SIA: ଷ୍ଟେଟ୍ ଇନଭେଷ୍ଟିଗେସନ ଏଜେନ୍ସି।
ପାକିସ୍ତାନି କିମ୍ୱା ଆତଙ୍କୀ ଆକ୍ରମଣକୁ ନେଇ ଛାନଭିନ୍ କରୁଛି SIA। ଜମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି SIAର ଟିମ୍। ଯଦି କୌଣସି ପ୍ରକାର ଆତଙ୍କୀ କାର୍ଯ୍ୟକ୍ରମ ସାମ୍ନାକୁ ଆସେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ।
ସେହିପରି ଜମ୍ମୁକାଶ୍ମୀରର ରେଡ୍ ଆଲର୍ଟରେ ଥିବା ସ୍ଥାନ ଗୁଡିକ ସୋଫିଆନ୍, କୁଲଗାମ୍, ପୁଲଓ୍ୱାମା ଓ ଅନନ୍ତନାଗରେ ରେଡ୍ କରୁଛି SIA ର ଟିମ୍। କୌଣସି