fbpx

WPL Auction 2023: ସ୍ମୃତି ମାନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ

Advertisement

ମୁମ୍ବାଇ: ମହିଳା ପ୍ରିମିୟର ଲିଗ୍ ପାଇଁ ଆଜି ନିଲାମ ହେଉଛି । ଏଥିରେ ପ୍ରଥମ ଖେଳାଳିଭାବେ ଭାରତର ତାରକା ବ୍ୟାଟ୍ସମ୍ୟାନ୍ ସ୍ମୃତି ମାନ୍ଧାନାଙ୍କୁ ୩.୪୦ କୋଟି ଟଙ୍କାରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର । ମାନ୍ଧାନାଙ୍କୁ କିଣିବା ପାଇଁ ମୁମ୍ବାଇ ଏବଂ ବାଙ୍ଗଲୋର ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା । କିନ୍ତୁ ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ବାଜି ମାରି ନେଇଥିଲା ।

Get real time updates directly on you device, subscribe now.