fbpx

ସକାଳୁ ଉଠିବା ପରେ କଣ କରିବା ଜରୁରୀ, ଜାଣନ୍ତୁ

ସକାଳୁ ଉଠିବା ପରେ ପ୍ରଥମେ ଏକ ଗ୍ଲାସ ପାଣି ପିଇ ନିଜ ଦିନର ଆରମ୍ଭ କରନ୍ତୁ। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସଫା ରହିଥାଏ।
– ଏହାପରେ ସକାଳ ସମୟରେ ଗୋଟିଏ କିମ୍ବା ଦୁଇଟି ଖଜୁରୀ ଖାଆନ୍ତୁ। ଏହା ପାଚନ ତନ୍ତ୍ର ଓ ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ।
– ଜଳଖିଆରେ ଫଳ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ସିଝା ଅଣ୍ଡା ମଧ୍ୟ ଖାଇପାରିବେ।
– ସକାଳେ କିଛି ସମୟ ପାଇଁ ଘରର ବାହାରକୁ ଯାଆନ୍ତୁ। ଏହା ଦ୍ୱାରା ସୂର୍ୟ୍ୟକିରଣରେ ଥିବା ଭିଟାମିନ- ଡ଼ି ସିଧାସଳଖ ମିଳିଥାଏ। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ।
– ଆପଣ କିଛି ବ୍ୟାୟାମ ବି କରିପାରିବେ, ଯେପରିକି କିଛି ସମୟରେ ଚାଲିବା, ଦୌଡ଼ିବା କିମ୍ବା ସାଇକେଲିଂ କରିବା ।

Get real time updates directly on you device, subscribe now.