fbpx
BJD SKY
BJD SKY

‘ସୂର୍ଯ୍ୟବଂଶୀ’ର ନୂଆ ଟ୍ରାକ୍ ‘ନା ଜା’ର ଟିଜର୍ ହେଲା ରିଲିଜ୍, ଏହିଦିନ ପରଦା ଉପରକୁ ଆସିବ ଅକ୍ଷୟ ଓ କଟ୍ରିନାଙ୍କ ଦମଦାର୍ ଗୀତ

BJD

ମୁମ୍ବାଇ: ବଲିଉଡ୍ ର ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ସୂର୍ଯ୍ୟବଂଶୀ ରିଲିଜ୍ ପାଇଁ ତୟାର୍ ଅଛି । ଷ୍ଟାର୍ କାଷ୍ଟ ମାନେ ମଧ୍ୟ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ରହିଛନ୍ତି । ବର୍ତ୍ତମାନ ଅକ୍ଷୟ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହା ଭିତରେ ଫିଲ୍ମର ନୂଆ ଟ୍ରାକ୍ ର ଟିଜର ରିଲିଜ୍ ହୋଇଯାଇଛି । ଏହା ସହିତ ଟ୍ରାକ୍ ଟି କେବେ ରିଲିଜ୍ ହେବ ତାର ତାରିଖ ମଧ୍ୟ ଘୋଷଣା ହୋଇଛି ।

 

View this post on Instagram

 

A post shared by Akshay Kumar (@akshaykumar)

ଏହି ଟିଜର୍ ଭିଡିଓକୁ ଅକ୍ଷୟ କୁମାର ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ସେୟାର୍ କରିଛନ୍ତି । ଟ୍ରାକ୍ ଟିର ଟିଜର୍ ରେ ଅକ୍ଷୟ ଓ କଟ୍ରିନାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଭିଡିଓଟି ସାମନାକୁ ଆସିବା ପରଠାରୁ ଏହି ଗୀତର ଟିଜର୍ୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଫ୍ୟାନ୍ସଙ୍କ ଭଲ ରେସପନ୍ସ ମିଳିଛି । ଗୀତଟି ନଭେମ୍ବର ୫ ତାରିଖରେ ରିଲିଜ୍ ହେବ । ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅକ୍ଷୟ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.