fbpx

ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି: ବାରମାଟୀ ମ୍ୟାଚରେ ରହିବେ ଉପସ୍ଥିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରାବାଟୀରେ ହେବାକୁ ଥିବା ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିସୌରଭ ଗାଙ୍ଗୁଲି ମ୍ୟାଚରେ ଆଜିର ମ୍ୟାଚରେ ଉପସ୍ଥିତ ରହିବେତେବେ ବିମାନବନ୍ଦରରେ ପହଞ୍ଚିବା ପରେ ଗାଙ୍ଗୁଲିଙ୍କୁ ସ୍ୱାଗତ କରିଛନ୍ତି ଓସିଏ ସଂପାଦକ  । ଏହା ସହ ସନ୍ଧ୍ୟାରେ ଗାଙ୍ଗୁଲିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି

ସୂଚନାଯୋଗ୍ୟ, ଆଜି କଟକ ବାରବାଟୀ ଷ୍ଟାଡିୟମରେ ଭାରତଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ମ୍ୟାଚ୍ ଖେଳାଯିବଏଥିପାଇଁ ସବୁ ପ୍ରସ୍ତୁତି ସରିଛିଖେଳାଳିଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଦର୍ଶକଙ୍କ ପାଇଁ ବସିବା ବ୍ୟବସ୍ଥାର ତଦାରଖ କରାଯାଇଛିସନ୍ଧ୍ୟା ୭ଟାରେ ଆରମ୍ଭ ହେବ ମ୍ୟାଚ୍

ସେପଟେ ମ୍ୟାଚ୍ ପାଇଁ ଷ୍ଟାଡିୟମ ବାହାରେ ଧୀରେ ଧୀରେ ଦର୍ଶକଙ୍କ ଭିଡ଼ ବଢ଼ିବାରେ ଲାଗିଛିସମସ୍ତେ ମ୍ୟାଚ୍ ପାଇଁ ବେଶ୍ ଉତ୍ସାହିତ ଥିବା ଦେଖାଯାଇଛି

 

Get real time updates directly on you device, subscribe now.