fbpx

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଶ୍ରଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଯୋଜନାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠା ସ୍ଥାପତ୍ୟ ଯୋଜନା ନେଇ ଜନମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଜାନୁଆରି ୧୫ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ମତ ପଠାଇବାକୁ ଅନୁରୋଧ କରିଛନ୍ତି । ମତ ଦେବା ପାଇଁ ଇମେଲ ଠିକଣା ହେଉଛି [email protected] । ଫେବୃଆରୀରେ ଜନପ୍ରସ୍ତାବ ସମ୍ବଳିତ ଚୂଡ଼ାନ୍ତ ଯୋଜନା ପ୍ରକାଶିତ ହେବ । ଐତିହ୍ୟ କରିଡ଼ର ପାଇଁ ଜମିଦାତାଙ୍କ ନାଁ ଲିପିବଦ୍ଧ ହେବ । ଅଧିଗୃହୀତ ସମସ୍ତ ଜମି ଜଗନ୍ନାଥଙ୍କ ନାଁରେ ରହିବ । ପରେ ପ୍ରସ୍ତୁତ ଶ୍ରୀମନ୍ଦିର ସୁରକ୍ଷା ଓ ପରିଚାଳନା ଯୋଜନା ହେବ ।

Get real time updates directly on you device, subscribe now.