fbpx

ଶ୍ରୀମନ୍ଦିର ଭିତର ଦୃଶ୍ୟ ପୁଣି ଭାଇରାଲ

ପୁରୀ,୧୨ ।୧(ଓଡିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଭିତରର ଦୃଶ୍ୟ ପୁଣି ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ନୀଳାଚକ୍ରରେ ବାନା ବନ୍ଧା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିତର ବେଢାରୁ ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଛି । ଉତ୍ତରପ୍ରଦେଶ ବାରବାଙ୍କୀର ନିଧି ଶୁକ୍ଲା ସୋସିଆଲ ମିଡିଆରେ ଏହି ଫଟୋକୁ ଅପଲୋଡ୍ କରିଥିବା ଜଣାପଡିଛି । ତେବେ ପୋଲିସଙ୍କ କଡା ସୁରକ୍ଷା ପରେ ବି ମନ୍ଦିର ଭିତରର ଫଟୋ କିପରି ଭାଇରାଲ ହେଉଛି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.