fbpx

ଆସନ୍ତାକାଲି ରାଜ୍ୟ ବିଜେପି ସଭାପତି ପାଇଁ ନାମାଙ୍କନ

ଭୁବନେଶ୍ୱର, ୧୫ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲିଠୁ ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଆସନ୍ତାକାଲି ଅପରାହ୍ନ ୩ଟାରୁ ୪ଟା ଭିତରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଦୁଇ ଦିନ ଧରି ଏହି ପ୍ରକ୍ରିୟା ଚାଲିବ । ୧୭ତାରିଖ ଦିନ ସକାଳ ୧୦ଟାରେ ଭୋଟିଂ ହେବା ସହ ସେହିଦିନ ୧ଟାରେ ଭୋଟ୍ ଗଣତି ସାଙ୍ଗକୁ ଫଳ ଘୋଷଣା ହେବ । ନିର୍ବାଚନ ପରିଚାଳନା ପାଇଁ କେନ୍ଦ୍ରୀୟ ଅଧିକାରୀ ମଧ୍ୟ ଆସିବେ ।

Get real time updates directly on you device, subscribe now.