fbpx

ସନ୍ଧ୍ୟାରେ ବସିବ କ୍ୟାବିନେଟ୍ ବୈଠକ

ଭୁବନେଶ୍ୱର,୧୧ ।୧(ଓଡିଶା ଭାସ୍କର): ଆଜି ଅପରାହ୍ନ ୫ଟା ୩୦ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆଜି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କ୍ୟାବିନେଟ୍ ମୋହର ଲାଗିପାରେ ।

Get real time updates directly on you device, subscribe now.