fbpx

୩ ଦିନିଆ ସମ୍ବଲପୁର ବନ୍ଦ

ସମ୍ବଲପୁର,୨୮ ।୧୧(ଓଡିଶା ଭାସ୍କର): ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ୩ ଦିନିଆ ସମ୍ବଲପୁର ବନ୍ଦ ପାଳନ କରିଛି ନାଗରିକ କମିଟି ଓ ଓକିଲ ସଂଘ । ବନ୍ଦ ପାଳନକୁ ନେଇ ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ବନ୍ଦ ରହିଛି । ପ୍ରତ୍ୟେକ ମାସର ଶେଷ ୩ ଦିନ ଆନ୍ଦୋଳନ ହେଉଛି ।

Get real time updates directly on you device, subscribe now.