fbpx

ସୁବ୍ରତ ବାଗଚୀ ହେଲେ IEC ଟିମ୍ ମୁଖ୍ୟ

ଭୁବନେଶ୍ୱର,୧୪ ।୩(ଓଡିଶା ଭାସ୍କର): କରୋନା ସଚେତନ ପାଇଁ ସୁବ୍ରତ୍ର ବାଗଚୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । କରୋନା ସମ୍ପର୍କିତ ଆଇଇସି ଅର୍ଥାତ୍ ସୂଚନା, ଶିକ୍ଷା ଓ ଯୋଗାଯୋଗ ଟିମର ମୁଖ୍ୟ ଭାବେ ସେ ଦାୟିତ୍ୱ ନେଇଛନ୍ତି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ହୋଇଛନ୍ତି ସୁବ୍ରତ । କରୋନା ଭାଇରସ ସଂକ୍ରାନ୍ତରେ ଆସୁଥିବା ତଥ୍ୟ ଉପରେ ନଜର ରଖିବା ସହ ପ୍ରେସମିଟ୍ କରୁଥିବା ଟିମକୁ ମଧ୍ୟ ସେ ପରାମର୍ଶ ଦେବେ ।

Get real time updates directly on you device, subscribe now.