fbpx

ଲକଡାଉନରେ ଝିଅର ଫୋଟସୁଟ କରୁଛନ୍ତି, ଶାହାରୁଖ୍ ଖାଁଙ୍କ ପତ୍ନୀ ଗୌରୀ ଖାଁ

ଶାହାରୁଖ୍ ଖାଁଙ୍କ ଝିଅ ଶୁହାନା ଖାଁ ଲକଡାଉନରେ ଫୋଟସୁଟ କରିବାରେ ବହୁତ ବ୍ୟସ୍ତ ରହୁଛନ୍ତି । ତାଙ୍କର ନୂଆ-ନୂଆ ଫୋଟ ସୋସିଆଲ ମିଡିଆରେ ସବୁବେଳେ ଧମାଲ ମଚାଇବାରେ ଲଗିଛି । ଶୁହାନା କୌଣସି ଅଭିନେତ୍ରୀ ନୁହନ୍ତି, କିନ୍ତୁ ତାଙ୍କର ଲୋକପ୍ରିୟତା ଅଭିନେତ୍ରୀ ମାନଙ୍କଠରୁ କମ୍ ନୁହଁ । ତାଙ୍କର ଗୋଟିଏ ଫୋଟ ଓ ଗୋଟିଏ ଭିଡିଓ ଫ୍ୟାନ୍ସ ମାନେ ଅପେକ୍ଷା କରିରହିଥାନ୍ତି । ତାଙ୍କର ଏବେ ଲଣ୍ଡନରେ ପଢ଼ା ଚାଲିଛି କିନ୍ତୁ ଏବେ ଲକଡାଉନ ପାଇଁ ଘରେ ରହୁଛନ୍ତି । ତାଙ୍କର ଏହି ଫୋଟ କୌଣସି ଫୋଟଗ୍ରାଫର ନୁହଁ ତାଙ୍କର ମା ଗୌରୀ ଖାଁ ଫୋଟ ଉଠେଇଛନ୍ତି । ଶୁହାନା ତାଙ୍କ ଇନଷ୍ଟାଗ୍ରାମ ରେ ଫୋଟ ସେୟାର କରି କହିଛନ୍ତି ଯେ ଏହି ସବୁ ଫୋଟ ତାଙ୍କ ମା ଉଠେଇଛନ୍ତି ।

Get real time updates directly on you device, subscribe now.