fbpx
BJD
BJD SKY
BJD SKY

ଏପ୍ରିଲରୁ ବଢ଼ିବ ତାତି! ଏସଆରସିଙ୍କ ସତର୍କତା

ଭୁବନେଶ୍ୱର,୨୯ ।୩(ଓଡିଶା ଭାସ୍କର): ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି । ଏପ୍ରିଲ ମାସ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱର ସମେତ ବହୁ ରାଜ୍ୟରେ ତାତି ବଢିବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଗତ ୨ ଦିନ ପାଣିପାଗରେ ପରିବର୍ତ୍ତନ ହୋଇଥିବା ବେଳେ ପୁଣି ଗୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହାକୁୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୬ ଜିଲ୍ଲା ପାଇଁ ହିଟୱେଭ ଜାରି ହୋଇଛି । ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ଏସଆରସି ପ୍ରଦୀପ ଜେନା ।

Get real time updates directly on you device, subscribe now.